Mahabharat Story: କୌରବଙ୍କ ପରାଜୟ ଓ ଦୁର୍ଯ୍ୟୋଧନଙ୍କ ଗର୍ବ ଭଙ୍ଗ ବୃତ୍ତାନ୍ତ
କେମିତି କୌରବ ପକ୍ଷର ବିଶିଷ୍ଟ ବୀରମାନଙ୍କୁ ଅର୍ଜୁନ ଏକା ଏକା ଯୁଦ୍ଧରେ ପରାସ୍ତ କଲେ? କାହିଁକି ଅର୍ଜୁନ ତାଙ୍କ ଗୁରୁ ଦ୍ରୋଣଙ୍କୁ ଯୁଦ୍ଧ କ୍ଷେତ୍ରରୁ ଯିବାକୁ ଦେଲେ? ଶେଷରେ ପଳାୟନ କରୁଥିବା ଦୁର୍ଯ୍ୟୋଧନଙ୍କୁ କ'ଣ କହି ଡାକିଲେ ଅର୍ଜୁନ? ଏଇ ସବୁ କଥା ଜାଣିବାକୁ ପଢନ୍ତୁ ମହାଭାରତର ଆଜିର ଅଧ୍ୟାୟ ।