Mahabharata Story: ବର୍ଷା କରାଉଥିବା ଜଣେ ଋଷିପୁତ୍ରଙ୍କ ଅପହରଣର ବୃତ୍ତାନ୍ତ

କେବଳ ଆଶ୍ରମ ପରିସରରେ ପୁଅ ରୁଷ୍ୟଶୃଙ୍ଗଙ୍କୁ ଅଟକାଇ ରଖି ସାଧକ କରିବାର ଯେଉଁ ପ୍ରୟାସ ଋଷି ବିଭାଣ୍ଡକ କରିଥିଲେ ସେଥିରେ ସେ ଅସଫଳ ହେଲେ କାହିଁକି? କେମିତି କେଉଁ ଚାଲାକିରେ ବୃଦ୍ଧା ଗଣିକା ଋଷିପୁତ୍ରଙ୍କୁ ଅନ୍ୟ ଏକ ଦେଶକୁ ନେଇଗଲା? କ'ଣ କରି ଋଷି ବିଭାଣ୍ଡକଙ୍କ ରାଗକୁ ଥଣ୍ଡା କଲେ ରାଜା ଲୋମପାଦ? ମହାଭାରତ ପୃଷ୍ଠା ଭିତରେ ଥିବା ଏମିତି ଅନେକ ସୁନ୍ଦର କାହାଣୀ ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ ।

Mahabharata Story: ବର୍ଷା କରାଉଥିବା ଜଣେ ଋଷିପୁତ୍ରଙ୍କ ଅପହରଣର ବୃତ୍ତାନ୍ତ
Array