Manmohan Singh: ମନମୋହନଙ୍କ ଓଡ଼ିଆ କନେକ୍‌ସନ୍‌, ଝିଅ ବାହା ଦେଇଥିଲେ ଓଡ଼ିଶାକୁ...ଓଡ଼ିଆଙ୍କୁ କରିଥିଲେ ଜ୍ବାଇଁ

ମନମୋହନ ସିଂ। ସରଳ, ନିର୍ବିବାଦୀୟ, ଅଜାତଶତ୍ରୁ । ଯାହାଙ୍କୁ ଆଜି ଝୁରୁଛି ଓଡ଼ିଶା, ମନେପକାଉଛନ୍ତି ପ୍ରତ୍ୟେକଟି ଓଡ଼ିଆ । ଲୋକସେବା ଭବନରୁ କଂଗ୍ରେସ ଭବନ, ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭାରେ ସ୍ମୃତିଚାରଣ କରୁଛନ୍ତି ସମସ୍ତେ ।

Manmohan Singh: ମନମୋହନଙ୍କ ଓଡ଼ିଆ କନେକ୍‌ସନ୍‌, ଝିଅ ବାହା ଦେଇଥିଲେ ଓଡ଼ିଶାକୁ...ଓଡ଼ିଆଙ୍କୁ କରିଥିଲେ ଜ୍ବାଇଁ
Array