Marriage Plan in Pakistan: ସାମ୍ନାକୁ ଆସିଲା ଜ୍ୟୋତିଙ୍କ ହ୍ୱାଟସ୍ଆପ୍ ଚାଟ୍, ପାକ୍ ଅଧିକାରୀଙ୍କୁ କହିଥିଲେ ଏମିତି କଥା...
ଜ୍ୟୋତି ମଲହୋତ୍ରାଙ୍କ ହ୍ୱାଟସ୍ଆପ୍ ଚାଟ୍ରୁ ମିଳିଛି ତାଙ୍କ ପାକିସ୍ତାନୀ ପ୍ରେମର ଆଉ ଏକ ସତ । ଭାରତର ଝିଅ ପାକିସ୍ତାନର ବୋହୂ ହେବାକୁ ମନ ବଳାଇଥିଲେ । ପାକିସ୍ତାନରେ ଘର ବସାଇବାକୁ ଛଟପଟ ହେଉଥିଲେ ଜ୍ୟୋତି ।