Michigan Stabbing: ୱାଲମାର୍ଟ ଭିତରେ ରକ୍ତର ହୋଲି! ୧୧ ଜଣଙ୍କୁ ଛୁରା ମାଡ଼, ୬ ଜଣଙ୍କ ଅବସ୍ଥା ଗୁରୁତର

ମିଚିଗାନର ଟ୍ରାଭର୍ସ ସିଟିରେ ଥିବା ଏକ ଓ୍ଵାଲମାର୍ଟ ଷ୍ଟୋର୍‌ରେ ୧୧ ଜଣଙ୍କୁ ଅତର୍କିତ ଛୁରାମାଡ କରାଯାଇଛି। ଏଥିରେ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ୬ ଜଣ ଗୁରୁତର ଅଛନ୍ତି।

Michigan Stabbing: ୱାଲମାର୍ଟ ଭିତରେ ରକ୍ତର ହୋଲି! ୧୧ ଜଣଙ୍କୁ ଛୁରା ମାଡ଼, ୬ ଜଣଙ୍କ ଅବସ୍ଥା ଗୁରୁତର
Array