Panchang Today 28th September 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ନୂତନ ଭୂମି ପୂଜା କରନ୍ତୁ
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଶନିବାର । ଚନ୍ଦ୍ର- କର୍କଟ ରାତ୍ରି ୦୩.୩୮ ଗତେ ସିଂହ ,ତିଥି- ୧୧ଶୀ ଦିବା ୦୨.୫୦ ଗତେ ୧୨ଶୀ,ଘାତଚନ୍ଦ୍ର- ରାତ୍ରି ୦୩.୩୮ ଗତେ କର୍କଟ ଓ ମକର ରାଶିର ଘାତବାର- ବୃଷ , ସିଂହ ଓ କନ୍ୟା ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୨.୫୦ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ
ଶୁଭସମୟ:
ପ୍ରାତଃ- ୦୭.୧୫ ରୁ ୦୮.୩୮
ଦିବା- ୧୨.୦୦ ରୁ ୦୧.୦୬
ଦିବା- ୦୨.୩୫ ରୁ ୦୩.୧୧
ଦିବା- ୦୩.୫୮ ରୁ ୦୪.୦୪
ରାତ୍ରି- ୦୨.୨୬ ରୁ ୦୩.୧୫
ଅଶୁଭସମୟ:
ରାହୁକାଳ- ଦିବା ୦୮.୩୮ ରୁ ୧୦.୦୭
କାଳବେଳା- ପ୍ରାତଃ ୦୫.୪୦ ରୁ ୦୭.୦୯ ଓ ଦିବା ୦୪.୦୪ ରୁ ୦୫.୩୩
ବାରବେଳା- ଦିବା ୦୧.୦୬ ରୁ ୦୨.୩୫
କାଳରାତ୍ରି- ସନ୍ଧ୍ୟା ୦୫.୩୩ ରୁ ୦୭.୦୪ ଓ ରାତ୍ରି ୦୪.୦୯ ରୁ ୦୫.୪୦