Mohan Government: ମୋହନ ସରକାରକୁ ପୁରିଲା ୬ ମାସ; ନବୀନ ସରକାରରେ ଦୁର୍ନୀତି-ଚାର୍ଜସିଟ ଉପରେ ଆକ୍ସନ କେବେ ?
ଠିକ୍ ୬ ମାସ ତଳେ, ଜୁନ୍ 12 ତାରିଖରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ଏକାକୀ ଗଢିଥିଲା ସରକାର। ଆଉ ଏଇ ୬ ମାସରେ ଅନେକ ପ୍ରତିଶ୍ରୁତି ପୂରଣ କରିଛି ମୋହନ ସରକାର। ଆଉ କିଛି ଏବେ ବି ପ୍ରତିଶ୍ରୁତି ହୋଇ ରହିଛି।