Navratri 2024: ଏମିତି କରନ୍ତୁ କାତ୍ୟାୟନୀଙ୍କ ପୂଜା; ମିଳିଯିବ ଉତ୍ତମ ଜୀବନସାଥୀ
ସାରା ଭାରତରେ ଏବେ ପୂଜାର ମାହୋଲ୍। ଚାଲିଛି ମା’ଙ୍କ ନବରାତ୍ରୀ ପୂଜା। ୩ ଅକ୍ଟୋବରରୁ ଆରମ୍ଭ ହୋଇଥିବା ଏହି ନବରାତ୍ରୀରେ ଦେବୀ ଦୂର୍ଗାଙ୍କର ବିଭିନ୍ନ ରୂପକୁ ପୂଜା କରାଯାଉଛି। ଆଜି ହେଉଛି ଷଷ୍ଠ ଦିନ। ଏହି ଦିନ ମା’ଙ୍କ ଆଶୀର୍ବାଦ ସହିତ ଦାମ୍ପତ୍ୟ ଜୀବନ ସୁଖୀକୁ ଖୁସି କରିବା ନେଇ ଶ୍ରଦ୍ଧାଳୁ ଭକ୍ତ ଦେବୀଙ୍କ କାତ୍ୟାୟନୀଙ୍କ ରୂପକୁ ପୂଜା କରନ୍ତି।