ସୁଭଦ୍ରା ଯୋଜନା ଆବେଦନ ବେଳେ ଟଙ୍କା ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ : ପ୍ରଭାତୀ ପରିଡା

ଭୁବନେଶ୍ବର ୬।୯: ସୁଭଦ୍ରା ଯୋଜନା ଆବେଦନ ବେଳେ ଟଙ୍କା ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ । ଏ ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ସେବା କେନ୍ଦ୍ର ଓ ସିଏସସି ସେଣ୍ଟରରେ ସୁଭଦ୍ରା ଯୋଜନା ପାଇଁ ମହିଳା ମାନେ ଆବେଦନ କରିବା ବେଳେ ଯଦି କେହି ଅର୍ଥ ଦାବି କରୁଥିବେ ତାହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ଯେଉଁ ମହିଳା ମାନେ ଏହାର ଶିକାର ହେଉଛନ୍ତି ସେମାନେ ଟୋଲ୍‌ ଫ୍ରି ନମ୍ବର ୧୪୬୭୮ରେ କଲ୍ କରି ଅଭିଯୋଗ କରିପାରିବେ । ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇନି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।You Can Read:ବିଜେଡିରୁ ବହିଷ୍କୃତ ପରେ ବିଜେପି ଶିବିରରେ ସାମିଲ ହେଲେ ସୁଜିତ କୁମାର, ରାଜ୍ୟସଭାରୁ ଦେଇଛନ୍ତି ଇସ୍ତଫା

ସୁଭଦ୍ରା ଯୋଜନା ଆବେଦନ ବେଳେ ଟଙ୍କା ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ : ପ୍ରଭାତୀ ପରିଡା

ଭୁବନେଶ୍ବର ୬।୯: ସୁଭଦ୍ରା ଯୋଜନା ଆବେଦନ ବେଳେ ଟଙ୍କା ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ । ଏ ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ସେବା କେନ୍ଦ୍ର ଓ ସିଏସସି ସେଣ୍ଟରରେ ସୁଭଦ୍ରା ଯୋଜନା ପାଇଁ ମହିଳା ମାନେ ଆବେଦନ କରିବା ବେଳେ ଯଦି କେହି ଅର୍ଥ ଦାବି କରୁଥିବେ ତାହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ଯେଉଁ ମହିଳା ମାନେ ଏହାର ଶିକାର ହେଉଛନ୍ତି ସେମାନେ ଟୋଲ୍‌ ଫ୍ରି ନମ୍ବର ୧୪୬୭୮ରେ କଲ୍ କରି ଅଭିଯୋଗ କରିପାରିବେ । ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇନି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।

You Can Read:

ବିଜେଡିରୁ ବହିଷ୍କୃତ ପରେ ବିଜେପି ଶିବିରରେ ସାମିଲ ହେଲେ ସୁଜିତ କୁମାର, ରାଜ୍ୟସଭାରୁ ଦେଇଛନ୍ତି ଇସ୍ତଫା