Neha Kakkar: ସାମ୍ନାକୁ ଆସିଲା ସତ; ୭୦୦ ଲୋକରେ ଗୀତ ଗାଇବାକୁ ମନା କରିଥିଲେ ନେହା କକ୍କର୍‌

ମେଲ୍‌ବର୍ଣ୍ଣ କନ୍‌ସର୍ଟରେ ବିଳମ୍ବରେ ପହଞ୍ଚିବାରୁ ନେହା କକ୍କର ମଞ୍ଚ ଉପରେ କାନ୍ଦିବାକୁ ଲାଗିଥିଲେ। ନେହା କହିଥିଲେ ଯେ ତାଙ୍କୁ ମେଲ୍‌ବର୍ଣ୍ଣ କନ୍‌ସର୍ଟର ଆୟୋଜକଙ୍କଠାରୁ ସମର୍ଥନ ମିଳି ନଥିଲା। ହେଲେ ପ୍ରକୃତ ସତ ଏବେ ସାମ୍ନାକୁ ଆସିଛି।

Neha Kakkar: ସାମ୍ନାକୁ ଆସିଲା ସତ; ୭୦୦ ଲୋକରେ ଗୀତ ଗାଇବାକୁ ମନା କରିଥିଲେ ନେହା କକ୍କର୍‌
Array