OAS, ORS ଅଫିସରଙ୍କ ସମୂହ ଛୁଟି

OAS, ORS ଅଫିସରଙ୍କ ସମୂହ ଛୁଟି । BMC ଅଫିସରଙ୍କୁ ଆଟାକ୍ ଘଟଣା ପ୍ରତିବାଦରେ ଛୁଟିରେ ଗଲେ OAS, ORS ଅଫିସର । ୮ ଜିଲ୍ଲାର OAS, ORS ଅଫିସର ମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଯାଇଛନ୍ତି । 

OAS, ORS ଅଫିସରଙ୍କ ସମୂହ ଛୁଟି
Array