Odisha new liquor policy: ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ନୂଆ ମଦ ନୀତି, ଏଣିକି ୩ ବର୍ଷରେ ଥରେ ପରିବର୍ତ୍ତନ ହେବ ପଲିସି

ବିଭିନ୍ନ ରାଜ୍ୟର ବେସ୍‌ ପ୍ରାକ୍ଟିସ କ’ଣ ଅଛି ତାକୁ ଅନୁଧ୍ୟାନ କରୁଛନ୍ତି ଅବକାରୀ କମିଶନର, ସଚିବ ଏବଂ ବରିଷ୍ଠ ଅଧିକାରୀ। ୩ଟି ଟିମରେ ଭାଗ ହୋଇ ଆନ୍ଧ୍ରପ୍ରଦେଶ ପରେ ରାଜସ୍ଥାନ, କେରଳ ଏବଂ ତାମିଲନାଡୁ ଭଳି ରାଜ୍ୟର ପଲିସି ଅନୁଧ୍ୟାନ କରୁଛନ୍ତି।

Odisha new liquor policy: ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ନୂଆ ମଦ ନୀତି, ଏଣିକି ୩ ବର୍ଷରେ ଥରେ ପରିବର୍ତ୍ତନ ହେବ ପଲିସି
Array