Panchang Today 11th June 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଜିନିଷ କ୍ରୟ କରନ୍ତୁ
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୧୧ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୧୧ ମଙ୍ଗଳବାର,ଚନ୍ଦ୍ର- କର୍କଟ ରାତ୍ରି ୧୧.୩୯ ଗତେ ସିଂହ ତିଥି- ୫ମୀ ସନ୍ଧ୍ୟା ୦୫.୨୭ ଗତେ ୬ଷ୍ଠୀ ,ଘାତଚନ୍ଦ୍ର- ରାତ୍ରି ୧୧.୩୯ ଗତେ କର୍କଟ ଓ ମକର ରାଶିର ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ପାଦ-କୃଷିହାନି-ଭୂମିଦାନ
ଶୁଭ ସମୟ:
ପ୍ରାତଃ- ୦୫.୧୧ ରୁ ୦୬.୪୯
ଦିବା - ୦୯.୩୪ ରୁ ୧୨.୧୨
ସନ୍ଧ୍ୟା-୦୬.୨୧ ରୁ ୦୭.୦୫
ରାତ୍ରି- ୦୯.୦୪ ରୁ ୦୯.୫୮
ରାତ୍ରି- ୧୨.୦୮ ରୁ ୦୨.୧୭
ଅଧିକ ପଢ଼ନ୍ତୁ: ଆପଣ ଭୂମି କିଣିବାକୁ ଯୋଜନା କରୁଛନ୍ତି କି; ଜାଣନ୍ତୁ କିପରି ଭୂମି ଘର ପାଇଁ ଠିକ୍
ଅଶୁଭ ସମୟ:
ରାହୁକାଳ- ଦିବା- ୦୩.୦୪ ରୁ ୦୪.୪୩
କାଳବେଳା- ଦିବା ୦୧.୨୫ ରୁ ୦୩.୦୪
ବାରବେଳା- ପ୍ରାତଃ- ୦୬.୪୯ ରୁ ୦୮.୨୮
କାଳରାତ୍ରି- ରାତ୍ରି- ୦୭.୪୩ ରୁ ୦୯.୦୪