Panchang Today 21th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶୁକ୍ରବାର । ଚନ୍ଦ୍ର- ବିଛା ରାତ୍ରି ୦୧.୪୪ ଗତେ ଧନୁ। ତିଥି- ୭ମୀ ରାତ୍ରି ୦୪.୨୪ ଗତେ ୮ମୀ ଘାତଚନ୍ଦ୍ର- ରାତ୍ରି ୦୧.୪୪ ଗତେ ତୁଳା ଓ କୁମ୍ଭ ରାଶି। ଘାତବାର- ବିଛା, ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୪.୨୪ ପର୍ଯ୍ୟନ୍ତ।

Panchang Today 21th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
Array