Panchang Today 3rd April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ଗୁରୁବାର । ଚନ୍ଦ୍ର- ବୃଷ ସନ୍ଧ୍ୟା ୦୬.୨୨ ଗତେ ମିଥୁନ । ତିଥି- ୬ଷ୍ଠୀ ରାତ୍ରି ୦୯.୪୧ ଗତେ ୭ମୀ । ଘାତଚନ୍ଦ୍ର- ବିଛା ରାଶିର, ସନ୍ଧ୍ୟା ୦୬.୨୨ ଗତେ କନ୍ୟା ରାଶିର । ଘାତବାର- ତୁଳା ଓ କୁମ୍ଭ ରାଶିର ।

Panchang Today 3rd April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
Array