Panchang Today 4th June 2025:m ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଳପକ୍ଷ। ଇଂରାଜୀ ୦୪ ତାରିଖ ବୁଧବାର । ଚନ୍ଦ୍ର- ସିଂହ ପ୍ରାତଃ ୦୭.୩୫ ଗତେ କନ୍ୟା। ତିଥି- ୯ମୀ ରାତ୍ରି ୧୧.୫୪ ଗତେ ୧୦ମୀ।ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ପ୍ରାତଃ ୦୭.୩୫ ଗତେ ବୃଷ ରାଶିର। ଘାତବାର- କର୍କଟ ରାଶିର।