Panchang Today 9th September 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଯାନବାହନ କ୍ରୟ କରନ୍ତୁ
ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୯ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୯ ତାରିଖ ସୋମବାର ।ଚନ୍ଦ୍ର- ତୁଳା ଦିବା ୧୧.୨୭ ଗତେ ବିଛା,ତିଥି- ୬ଷ୍ଠୀ ରାତ୍ରି ୦୯.୫୩ ଗତେ ୭ମୀ,ଘାତଚନ୍ଦ୍ର- ନାସ୍ତି ,ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ସନ୍ଧ୍ୟା ୦୬.୦୪ ଗତେ ୨ ପର୍ଯ୍ୟନ୍ତ , ତା’ପରେ ରାତ୍ରି ୦୯.୫୩ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ
ଶୁଭସମୟ:
ପ୍ରାତଃ – ୦୫.୩୬ ରୁ ୦୭.୦୮
ଦିବା- ୧୦.୩୦ ରୁ ୧୨.୫୭
ଦିବା- ୦୪.୧୯ ରୁ ୦୫.୦୨
ସନ୍ଧ୍ୟା- ୦୬.୩୮ ରୁ ୦୮.୫୯
ରାତ୍ରି- ୧୧.୪୩ ରୁ ୦୨.୨୮
ଅଧିକ ପଢ଼ନ୍ତୁ: Vastu Tips: ଶୋଇବା ଘରେ ରଖନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ ବୈବାହିକ ଜୀବନରେ ଫାଟ
ଅଶୁଭସମୟ:
ରାହୁକାଳ- ପ୍ରାତଃ ୦୭.୦୮ ରୁ ୦୮.୪୦
କାଳବେଳା- ପ୍ରାତଃ ୦୭.୦୮ ରୁ ୦୮.୪୦
ବାରବେଳା-ଦିବା ୦୨.୪୭ ରୁ ୦୪.୧୯
କାଳରାତ୍ରି- ରାତ୍ରି ୧୦.୧୫ ରୁ ୧୧.୪୩