Pravasi Bharatiya Divas: ପ୍ରବାସୀ ଭାରତୀୟ ଦିବସ ପାଇଁ କାଉଣ୍ଟଡାଉନ୍, ଭୂମିପୂଜା ପରେ ଆଜିଠୁ ନିର୍ମାଣ କାମର ଶ୍ରୀଗଣେଶ
ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ କାଉଣ୍ଟଡାଉନ୍ । ଓଡ଼ିଶା ପ୍ରଥମ ଥର ଆୟୋଜନ କରୁଛି ଏହି ମେଗା ଇଭେଣ୍ଟ । ହାତରେ ପାଖାପାଖି ମାସେ ସମୟ ରହିଲା। ଏଥିପାଇଁ ପ୍ରସ୍ତୁତି ଜୋରଦାର ହୋଇଛି ।