Puri Srimandir Ratna Bhandar: 'ପ୍ରଥମ ଦିନରେ ୧୫ରୁ ୨୦ ଶ୍ରମିକଙ୍କ ସହ ଟେକ୍ନିକାଲ ଟିମ୍ ରହିବେ'

ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ମତ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଏଏସଆଇ ତାର କାମ ଆରମ୍ଭ କରିଛି । ରତ୍ନ ଭଣ୍ଡାରର କାନ୍ଥ ଓ ବୀମ୍ ସମସ୍ୟା ପରଖି ଆବଶ୍ୟକ ମରାମତି କରାଯିବ ।

Puri Srimandir Ratna Bhandar: 'ପ୍ରଥମ ଦିନରେ ୧୫ରୁ ୨୦ ଶ୍ରମିକଙ୍କ ସହ ଟେକ୍ନିକାଲ ଟିମ୍ ରହିବେ'
Array