Rath Yatra: ପ୍ରସ୍ତୁତ ହେଲେଣି ତିନି ରଥ, ହେବ ଭକ୍ତ ଓ ଭଗବାନଙ୍କ ମିଳନ...ସୁରୁଖୁରୁରେ ସରିଛି ରଥ ଟଣା ମକ୍ ଡ୍ରିଲ୍
ଶୃଙ୍ଖଳିତ ରଥ ଟଣା ପାଇଁ ଆଜି ପୋଲିସ ପକ୍ଷରୁ ହୋଇଛି ମକ୍ ଡ୍ରିଲ। ୩ଟି ଗାଡ଼ିକୁ ୩ ରଥର ଡେମୋ ଆକାରରେ ଟାଣି ନେଇଥିଲେ ସୁରକ୍ଷାକର୍ମୀ। ତାଲିମ ଦେଇଥିଲେ ବରିଷ୍ଠ ଓ ଅନୁଭବି ପୋଲିସ ଅଧିକାରୀ ।