RealPadMan: ଓଡ଼ିଶାର ପ୍ୟାଡ୍ ମ୍ୟାନ୍, ରୋଜଗାର ଦେଉଛି ସାନୀଟାରୀ ନାପକିନ୍
ବଲିଉଡର ସୁପର ହଟି ଫିଲ୍ମ ପ୍ୟାଡ୍ ମ୍ୟାନ୍। ଏଥିରେ ଅଭିନୟ କରିଥିଲେ ଅକ୍ଷୟ କୁମାର। ରିଲ୍ର ଏହି କାହାଣୀ ଏବେ ପାଲଟିଛି ରିୟଲ୍। ଚଳଚ୍ଚିତ୍ରର କାହାଣୀ ଭଳି ଏହି ହିରୋଙ୍କ କାହାଣୀ ବି ରୋଚକ। ଇଏ ହେଉଛନ୍ତି ସେହି ସତ୍ୟ ନାରାୟଣ ନାୟକ। ଯିଏ ତିଆରି କରୁଛନ୍ତି ସାନିଟାରୀ ନାପକିନ୍।