Saiyaara: ୧୧ ଦିନରେ ୪୦୦ କୋଟି ପାର, ଭାଙ୍ଗୁଛି ଗୋଟିଏ ପରେ ଗୋଟିଏ ରେକର୍ଡ

‘ସୈୟାରା’ ଭାରତରେ ୨୬୦.୨୫ କୋଟି ଟଙ୍କାର ଆୟ କରିଛି ଏବଂ ବିଦେଶରେ ୮୬ କୋଟି ଟଙ୍କାର କଲେକ୍ସନ କରିଛି। ଫିଲ୍ମଟି ଦ୍ୱିତୀୟ ସପ୍ତାହରେ ମଧ୍ୟ ଭଲ କଲେକ୍ସନ କରିଛି ।

Saiyaara: ୧୧ ଦିନରେ ୪୦୦ କୋଟି ପାର, ଭାଙ୍ଗୁଛି ଗୋଟିଏ ପରେ ଗୋଟିଏ ରେକର୍ଡ
Array