Salman Khan Security Breach: ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ତ୍ରୁଟି, ଗ୍ୟାଲେକ୍ସି ଆପାର୍ଟମେଣ୍ଟ ପଶିଗଲେ ୨ ଅଜଣା ବ୍ୟକ୍ତି
ସଲମାନ ଖାନ ମୁମ୍ବାଇର ବାନ୍ଦ୍ରାସ୍ଥିତ ଗ୍ୟାଲାକ୍ସି ଆପାର୍ଟମେଣ୍ଟରେ ରୁହନ୍ତି । ସଲମାନଙ୍କ ସୁରକ୍ଷା ପାଇଁ ପୋଲିସ କର୍ମଚାରୀ ମଧ୍ୟ ନିୟୋଜିତ ଅଛନ୍ତି, ଏପରି ପରିସ୍ଥିତିରେ ସଲମାନଙ୍କ ଘରେ ଜଣେ ଅଜଣା ମହିଳା ପହଞ୍ଚିବା ଚିନ୍ତାର ବିଷୟ ।