Salman Khan: ଇଦ୍‌ରେ ପଠାନୀ ଲୁକ୍‌ରେ ନଜର ଆସିଲେ ସଲମାନ୍ ଖାନ୍

ବଲିଉଡର ସିକନ୍ଦର ଅର୍ଥାତ୍ ସଲମାନ୍ ଖାନ୍ ଇଦ୍‌ରେ ତାଙ୍କ ଘରେ ଉତ୍ସବ ମନାଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ଅଭିନେତାଙ୍କ ପୁରା ପରିବାର ତାଙ୍କ ସହ ନଜର ଆସିଛନ୍ତି। ପ୍ରତିବର୍ଷ ପରି ଏହି ଅଭିନେତା ତାଙ୍କ ଘରର ବାଲ୍‌କୋନୀରେ ପ୍ରଶଂସକମାନଙ୍କୁ ଅଭିବାଦନ ଜଣାଇଛନ୍ତି ଏବଂ ତାଙ୍କ କ୍ୟୁଟି ଭାଣିଜୀ ଆୟତ ଶର୍ମାଙ୍କ ସହ ଅନେକ ପୋଜ୍ ଦେଇଛନ୍ତି।

Salman Khan: ଇଦ୍‌ରେ ପଠାନୀ ଲୁକ୍‌ରେ ନଜର ଆସିଲେ ସଲମାନ୍ ଖାନ୍
Array