Saudi Arabia's 'Sleeping Prince': କିଏ ଥିଲେ 'ସ୍ଲିପିଂ ପ୍ରିନ୍ସ', ଯିଏ ୨୦ ବର୍ଷ କୋମାରେ ରହିବା ପରେ ଦୁନିଆରୁ ବିଦାୟ ନେଲେ
ସାଉଦି ଆରବର ରାଜପରିବାରର ସଦସ୍ୟ ପ୍ରିନ୍ସ ଖାଲେଦ୍ ବିନ୍ ତାଲାଲ୍ ଆଲ୍ ସାଉଦଙ୍କ ବଡ ପୁଅ ପ୍ରିନ୍ସ ଆଲ୍ ଓ୍ଵାଲିଦ୍ ବିନ୍ ଖାଲେଦ୍ ବିନ୍ ତାଲାଲ୍ ଆଲ୍ ସାଉଦ ୨୦ ବର୍ଷ ଧରି କୋମାରେ ରହିବା ପରେ ଆଜି ମୃତ୍ୟୁବରଣ କରିଛନ୍ତି।