Savitri Brata: ହସ୍ପିଟାଲରେ କରିଥିଲେ ସାବିତ୍ରୀ ଓଷା, ଫେରିଲା ସ୍ୱାମୀଙ୍କ ଜୀବନ

ବାହାଘରର ମାତ୍ର କିଛି ଦିନର ବ୍ୟବଧାନରେ ଏତେ ବଡ଼ ଦୁର୍ଘଟଣା ଏମାନଙ୍କୁ ଦୋହଲାଇ ଦେଇପାରିନି । ଉଭୟ ଉଭୟଙ୍କ ପାଇଁ ଛାଇ ହୋଇ ରହିଛନ୍ତି । ଜୀବନ ସାଥୀର ପ୍ରକୃତ ମୂଲ୍ୟ ସମାଜକୁ ଶିକ୍ଷା ଦେଉଛନ୍ତି ।

Savitri Brata: ହସ୍ପିଟାଲରେ କରିଥିଲେ ସାବିତ୍ରୀ ଓଷା, ଫେରିଲା ସ୍ୱାମୀଙ୍କ ଜୀବନ
Array