Sevayat Murdered in Broad Daylight: ସ୍ନାନ ପୂର୍ଣ୍ଣିମାରେ ମୁଣ୍ଡ ଗଡ଼ିଲା, ପୁରୀରେ ବରିଷ୍ଠ ସେବାୟତଙ୍କୁ ହତ୍ୟା

ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ସମ୍ପୂର୍ଣ୍ଣ ଚଳଚଞ୍ଚଳ । ସହରର ସୁରକ୍ଷା ପାଇଁ ୭୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ରହିଛି । ତେବେ ଏପରି ସ୍ଥିତିରେ ସ୍ପଷ୍ଟ ଦିବାଲୋକରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ l

Sevayat Murdered in Broad Daylight: ସ୍ନାନ ପୂର୍ଣ୍ଣିମାରେ ମୁଣ୍ଡ ଗଡ଼ିଲା, ପୁରୀରେ ବରିଷ୍ଠ ସେବାୟତଙ୍କୁ ହତ୍ୟା
Array