Shahrukh Khan: ‘ମନ୍ନତ’କୁ ନେଇ ଅଡୁଆରେ ଶାହରୁଖ ଖାନ୍; ହୋଇଛି ନିୟମର ଉଲ୍ଲଂଘନ

ଶାହରୁଖ ଖାନ୍‌ଙ୍କ ଘର ନବୀକରଣ କାମକୁ ନେଇ ଏକ ବିବାଦ ଆରମ୍ଭ ହୋଇଛି। ଜଣେ ସାମାଜିକ କର୍ମୀ ନବୀକରଣ ସମୟରେ ନିୟମ ଉଲ୍ଲଂଘନ କଥା ଉଠାଇଛନ୍ତି।

Shahrukh Khan: ‘ମନ୍ନତ’କୁ ନେଇ ଅଡୁଆରେ ଶାହରୁଖ ଖାନ୍; ହୋଇଛି ନିୟମର ଉଲ୍ଲଂଘନ
Array