Shreyas Iyer: Champions Trophy ପ୍ରଦର୍ଶନ ଶ୍ରେୟସ ଆୟରଙ୍କ କ୍ୟାରିଅର୍ ପାଇଁ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ?

ଟିମ୍ ଇଣ୍ଡିଆର ଚାମ୍ପିଅନ୍ସ ଟ୍ରଫି ବିଜୟରେ ଅଗ୍ରଣୀ ଭୂମିକା ତୁଲାଇଛନ୍ତି ବ୍ୟାଟର୍ ଶ୍ରେୟସ ଆୟର । ସେ ଅଧିକାଂଶ ମ୍ୟାଚ୍‌ରେ ମଧ୍ୟକ୍ରମରେ ‘ପ୍ରାଚୀର’ ଭଳି ଛିଡ଼ା ହୋଇ ଟିମ୍‌କୁ ସମ୍ଭାଳିଥିଲେ । ଏହି ପ୍ରଦର୍ଶନ ତାଙ୍କ ଆନ୍ତର୍ଜାତିକ କ୍ୟାରିଅର୍ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି, ହେଲେ କାହିଁକି?

Shreyas Iyer: Champions Trophy ପ୍ରଦର୍ଶନ ଶ୍ରେୟସ ଆୟରଙ୍କ କ୍ୟାରିଅର୍ ପାଇଁ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ?
Array