Shubhanshu Shukla: ସତ ହେଲା ଶୁଭାଂଶୁଙ୍କ ସ୍ବପ୍ନର ଉଡ଼ାଣ, ୧୪ ଦିନ ରହି କରିବେ ୬୦ ଏକ୍ସପେରିମେଣ୍ଟ
ସଫଳ ଲଞ୍ଚିଂର ପ୍ରାୟ ୧୦ ମିନିଟ ପରେ ମହାକାଶରୁ ଦେଶବାସୀଙ୍କୁ ପ୍ରଥମ ବାର୍ତ୍ତା ଦେଇଥିଲେ ଶୁଭାଂଶୁ। ଘଣ୍ଟାପ୍ରତି ୨୭ହଜାର କିଲୋମିଟର ବେଗରେ ପୃଥିବୀ ଚାରିପଟେ ବୁଲୁଥିବା ବେଳେ, କହିଥିଲେ ଜୟ୍ ହିନ୍ଦ, ଜୟ୍ ଭାରତ।