Sikkim Landslide: ଭୂସ୍ଖଳନରେ ୩ ମୃତ, ପୋତି ହୋଇଗଲା ସେନା କ୍ୟାମ୍ପ, ୬ ସୁରକ୍ଷା କର୍ମୀ ନିଖୋଜ
ଉତ୍ତର ସିକ୍କିମରେ ଘଟିଛି ଭୟଙ୍କର ଭୂସ୍ଖଳନ । ଗତ ରବିବାର ସନ୍ଧ୍ୟାରେ ଚାଟେନ୍ ଅଞ୍ଚଳରେ ଏହି ଭୂସ୍ଖଳନରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ସୁରକ୍ଷା କର୍ମୀ ନିଖୋଜ ଅଛନ୍ତି । ସେହି ଅଞ୍ଚଳରେ ଏବେ ସର୍ଚ୍ଚ ଅପରେସନ ଜାରି ରହିଛି ।