SNCU ରୁ ନବଜାତକ ନିଖୋଜ
ବଲାଙ୍ଗୀର : ଭୀମଭୋଇ ମେଡିକାଲରୁ ନବଜାତକ ନିଖୋଜ I ଜନ୍ମ ପରେ ଓଜନ କମ ଥିବାରୁ ପିଲାଟିକୁ SNCUରେ ରଖି ଚିକିତ୍ସା କରାଯାଉଥିଲା I କିନ୍ତୁ ପିଲାଟି ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ I ପିଲାଟି କଣ୍ଟାମାଳ ଥାନା ବୁର୍ଡିପଦର ଗାଁର ଝୁମକୀ ଦଳବେହେରାଙ୍କ ଶିଶୁପୁତ୍ର I ଅନ୍ୟପଟେ ପିଲାଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ଡାକ୍ତରଙ୍କ ସୂଚନା ମିଳିଛି I