Sonu Nigam: ସୋନୁ ନିଗମଙ୍କ ନାଁରେ ମାମଲା; ପହଲଗାମକୁ ନେଇ କହିଲେ ଏମିତି
ଏକ ମ୍ୟୁଜିକ୍ କନ୍ସର୍ଟରେ ସୋନୁ ନିଗମ ଏପରି କିଛି କହିଦେଇଛନ୍ତି ଯାହାକୁ କନ୍ନଡ ସମ୍ପ୍ରଦାୟ ଆଦୌ ପସନ୍ଦ କରୁ ନାହାନ୍ତି ଏବଂ ମାମଲା ପୋଲିସ ପାଖରେ ପହଞ୍ଚିଛି। ତାଙ୍କ ବିରୋଧରେ ଏକ କନ୍ନଡ ସମର୍ଥକ ସଂଗଠନ ପୋଲିସରେ ଅଭିଯୋଗ ଦାଖଲ କରିଛି।