Stock Market Crash: ସେୟାର ବଜାରରେ ଭୂକମ୍ପ; ଖସିଲା ୫୦୦ପଏଣ୍ଟ ସେନସେକ୍ସ

ସେୟାର ବଜାର ଉପରେ ଇରାନ୍-ଇସ୍ରାଏଲ୍ ଯୁଦ୍ଧ ପ୍ରଭାବ। ହ୍ରାସ ପାଇଲା ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ। କାରବାର ଆରମ୍ଭରୁ ଖସିଲା ଉଭୟ ସେନସେକ୍ସ ଓ ନିଫ୍ଟି।

Stock Market Crash: ସେୟାର ବଜାରରେ ଭୂକମ୍ପ;  ଖସିଲା ୫୦୦ପଏଣ୍ଟ ସେନସେକ୍ସ
Array