Supreme Court Chief Justice Oath Taking: CJI ଭାବେ ଶପଥ ନେଲେ ଜଷ୍ଟିସ ବି.ଆର. ଗବାଇ; ଶପଥ ପାଠ କରାଇଲେ ରାଷ୍ଟ୍ରପତି...
ଗତକାଲି ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା। ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ୍ ଗବାଇଙ୍କ କାର୍ଯ୍ୟକାଳ ପ୍ରାୟ ଛଅ ମାସ ହେବ ଏବଂ ୨୩ ନଭେମ୍ବର ୨୦୨୫ରେ ସେ ଅବସର ନେବେ।