Syria Crisis: ବିଦ୍ରୋହୀଙ୍କ କବଜାରେ ଡାମାସକସ୍; ସିରିୟା ରାଷ୍ଟ୍ରପତି ଦେଶ ଛାଡ଼ି ଯାଇଥିବା ଚର୍ଚ୍ଚା
୧୩ ବର୍ଷ ପରେ ସିରିଆରେ ବିଦ୍ରୋହ ଆରମ୍ଭ ହୋଇଛି । ବିଦ୍ରୋହୀମାନେ ଦେଶର ବୃହତ୍ତମ ସହର ଆଲେପ୍ପୋକୁ କାବୁ କରିଛନ୍ତି। ଇସ୍ରାଏଲ-ହାମାସ ଏବଂ ଇସ୍ରାଏଲ-ହିଜବୁଲ ମଧ୍ୟରେ ଯୁଦ୍ଧ ପରେ ମଧ୍ୟ ପୂର୍ବରେ ଏକ ନୂତନ ଯୁଦ୍ଧ ଆରମ୍ଭ ହୋଇଛି । ସିରିଆ ରାଷ୍ଟ୍ରପତି ବାଶାର ଅଲ-ଅସଦଙ୍କ ସମର୍ଥନରେ ବାହାରିଛନ୍ତି ରୁଷ ଏବଂ ଇରାନ ।