Telangana Factory Tragedy: ଫ୍ୟାକ୍ଟ୍ରି ବିସ୍ଫୋରଣ: ୪ ଓଡ଼ିଆଙ୍କ ମୃତ୍ୟୁ

ତେଲେଙ୍ଗାନା କେମିକାଲ ଫ୍ୟାକ୍ଟ୍ରିରେ ପ୍ରାଣ ହରାଇଛନ୍ତି ୪ ଜଣ ଓଡ଼ିଆ । ଏପର୍ଯ୍ୟନ୍ତ ୪ ଓଡ଼ିଆଙ୍କ ମୃତଦେହ ଚିହ୍ନଟ କରାଯାଇଛି । ଆହୁରି ୪ ଓଡ଼ିଆ ଗୁରୁତର, ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ଓଏସଡି ସୂଚନା ଦେଇଛନ୍ତି । 

Telangana Factory Tragedy: ଫ୍ୟାକ୍ଟ୍ରି ବିସ୍ଫୋରଣ: ୪ ଓଡ଼ିଆଙ୍କ ମୃତ୍ୟୁ
Array