Tips and Tricks: ଯେତେ ରୋଜଗାର କଲେ ବି ହୋଇପାରୁନି ସଞ୍ଚୟ; ଆପଣଙ୍କ ପାଇଁ ୫ ଟିପ୍ସ
ପ୍ରାୟତଃ ଦେଖାଯାଏ ଯେ ଯେତେବେଳେ ବି ଆପଣ ଘରୁ ବାହାରକୁ ଯାଆନ୍ତି, ଟଙ୍କା ପାଣି ପରି ଖର୍ଚ୍ଚ ହୋଇଯାଏ। ତେବେ ଆସନ୍ତୁ ଏମିତି କିଛି ଟିପ୍ସ ବିଷୟରେ ଜାଣିବା ଯାହା ଦ୍ୱାରା ଖର୍ଚ୍ଚ ଉପରେ କିଛି ନିୟନ୍ତ୍ରଣ ରହିପାରିବ, ଆଉ ଆକାଉଣ୍ଟରେ ଟଙ୍କା ସଞ୍ଚୟ ହେବାକୁ ଲାଗିବ।