Tragedy Strikes Ganjam: ଦଣ୍ଡନାଚ ବେଳେ ଗଣ୍ଡଗୋଳରୁ ହତ୍ୟା; ଛୁରୀ ଭୁସି ଦଣ୍ଡନାଚ କମିଟି ସଦସ୍ୟକୁ ମାରିଦେଲେ ବାପା-ପୁଅ...

ବ୍ରହ୍ମପୁର ବଡ଼ବଜାର ଥାନା ଜେନା ସାହିରେ ହତ୍ୟାକାଣ୍ଡ । ଏଥିରେ ବେଲଗାଁ ଦଣ୍ଡ ନାଚ କମିଟିର ସଦସ୍ୟ କମା ଗାଁର ଜଗଦୀଶ ପାଣିଗ୍ରାହୀଙ୍କର ମୃତ୍ୟୁ ହୋଇଛି। 

Array