two Tehsildar Suspended: ଭୁବନେଶ୍ବରର ଦୁଇ ଅତିରିକ୍ତ ତହସିଲଦାରଙ୍କୁ ସସପେଣ୍ଡ, ୪୦୦ଙ୍କୁ କାରଣ ଦର୍ଶାଅ
ବିଭାଗୀୟ ଅଧିକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ କଡ଼ା ଚେତାବନୀ, ଆଇନ ବାହାରେ କାମ କଲେ, ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। ବେଆଇନ କାର୍ଯ୍ୟକଳାପ ଲାଗି ଗତକାଲି ଭୁବନେଶ୍ବରର ଦୁଇ ଅତିରିକ୍ତ ତହସିଲଦାରଙ୍କୁ ସସପେଣ୍ଡ ଏବଂ ନିୟମ ଭାଙ୍ଗି ପାର୍ଟ ପ୍ଲଟ୍ ପଞ୍ଜୀକରଣ କରାଇଥିବା ୪୦୦ ଅଧିକାରୀଙ୍କୁ ସୋ କଜ୍ ନୋଟିସ