Unseasonal Rains Devastate Crops in Odisha; Government Announces Compensation for Affected Farmers

ମେ 23 ତାରିଖ ରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ରେ ଅଦିନିଆ ବର୍ଷା ଓ ଲଘୁଚାପ କାରଣରୁ ଧାନ, ପନିପରିବା ଓ ଅନ୍ୟ ଫସଲ ନଷ୍ଟ ହୋଇଥିଲା। ସରକାର କେଉଁ କେଉଁ ଜିଲ୍ଲାକୁ କ୍ଷତିପୂରଣ ଘୋଷଣା କରିଛନ୍ତି ଶୁଣନ୍ତୁ କହୁଛନ୍ତି ରାଜସ୍ୱମନ୍ତ୍ରୀ ସୁରେଶ ପୁଜା