Vastu: ଗୃହ ନିର୍ମାଣ ଆରମ୍ଭରୁ ବାସ୍ତୁପୂଜା ନ କଲେ ମିଳେ ଏହି ଅଶୁଭ ଫଳ

କଥାରେ ଅଛି ଗୋ, କନ୍ୟା ଭୂମି , ଭାଗ୍ୟରେ ଥିଲେ ମିଳେ । ଏଣୁ ଆମେ ଯେତେବେଳେ ଭୂମିଟିଏ କ୍ରୟ କରି ସେଥିରେ ଗୃହ ନିର୍ମାଣ କରିବା, ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ଠିକ୍‌ଭାବରେ ଭୂମିକୁ ଶୁଦ୍ଧ କରିବା ଦରକାର। ଏଥିସହ ଶୁଭ ମୂହୁର୍ତ୍ତକୁ ବାସ୍ତୁବିତଙ୍କ ପରାମର୍ଶ କ୍ରମେ ନିଶ୍ଚିତକରି ଉକ୍ତ ଶୁଭଦିନରେ ଶିଳା ସ୍ଥାପନ ପାଇଁ ପୂଜା ଏବଂ ସୂତ୍ର ପତନ ଅର୍ଥାତ୍ ଲେ-ଆଉଟ୍ କରିବା କଥା ।

Vastu: ଗୃହ ନିର୍ମାଣ ଆରମ୍ଭରୁ ବାସ୍ତୁପୂଜା ନ କଲେ ମିଳେ ଏହି ଅଶୁଭ ଫଳ
Array