Video: ଟିଭିରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର,୨୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଅଯୋଧ୍ୟାରେ ଥିବା ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ରାମ ଲାଲା ମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସମଗ୍ର ଦେଶ ଉତ୍ସବମୁଖର ଥିଲା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଭିରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖିଛନ୍ତି। ଭଗବାନ ରାମଙ୍କ ଦିବ୍ୟ ଦର୍ଶନ ଦେଖି ହାତ ଯୋଡ଼ିଲେ ପ୍ରଣାମ କରିଛନ୍ତି ମୁଖ୍ୟମନ୍ତ୍ରୀ, ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଉପସ୍ଥିତ ରହିଥିଲେ। ଦୀର୍ଘ ୫୦୦ ବର୍ଷ […] The post Video: ଟିଭିରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ appeared first on Dharitri Odia News.
ଭୁବନେଶ୍ୱର,୨୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଅଯୋଧ୍ୟାରେ ଥିବା ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ରାମ ଲାଲା ମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସମଗ୍ର ଦେଶ ଉତ୍ସବମୁଖର ଥିଲା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଭିରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖିଛନ୍ତି। ଭଗବାନ ରାମଙ୍କ ଦିବ୍ୟ ଦର୍ଶନ ଦେଖି ହାତ ଯୋଡ଼ିଲେ ପ୍ରଣାମ କରିଛନ୍ତି ମୁଖ୍ୟମନ୍ତ୍ରୀ, ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଉପସ୍ଥିତ ରହିଥିଲେ।
ଦୀର୍ଘ ୫୦୦ ବର୍ଷ ଅପେକ୍ଷାର ଅନ୍ତ ଘଟାଇ ଷୋମବାର ଅଯୋଧ୍ୟାର ରାମ ମନ୍ଦିରରେ ବିରାଜମାନ କରିଛନ୍ତି। ଯେଉଁ ଭବ୍ୟ ମୁହୂର୍ତ୍ତକୁ ଭାରତ ସମେତ ସାରା ବିଶ୍ୱରେ ରାମ ଭକ୍ତମାନେ ଅପେକ୍ଷା କରିଥିଲେ, ତାହା ଶେଷରେ ଆସି ପହଞ୍ଚିଛି। ରାମଲାଲାଙ୍କ ସମର୍ପଣ ସମାରୋହ ଷୋମବାର ୨୨ ଜାନୁୟାରୀ ୨୦୨୪ ରେ ଅଯୋଧ୍ୟା ରାମ ମନ୍ଦିରରେ ଅନୁଷ୍ଠିତ ହୋଇଛି। ଏହି ସମାରୋହକୁ ଐତିହାସିକ କରିବା ପାଇଁ ଅପ୍ରତ୍ୟାଶିତ ପ୍ରସ୍ତୁତି ଦେଖିବାକୁ ମିଳିଛି।
The post Video: ଟିଭିରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ appeared first on Dharitri Odia News.