Viral Video: ମହଙ୍ଗା ପଡିଲା ବୋଲ୍ଡ ଲୁକ୍‌ରେ ଫ୍ୟାସନ ପୋଜ; କଚଡା ଖାଇଲେ କଙ୍ଗନା

ବଲିଉଡ୍‌ ଅଭିନେତ୍ରୀ ତଥା ମଡେଲ କଙ୍ଗନା ଶର୍ମା ବୋଲ୍ଡ ଅବତାର ନେଇ ସିଡ଼ିରେ ପାପାରାଜୀଙ୍କ ସାମ୍ନାରେ ଆକର୍ଷଣୀୟ ପୋଜ୍ ଦେଉଥିବା ଦେଖିବାକୁ ମିଳିଥିଲା। କିନ୍ତୁ ସେ ହାଇ ହିଲ୍ ସାଣ୍ଡାଲ୍ ପିନ୍ଧି ତଳକୁ ଓହ୍ଲାଇବା ମାତ୍ରେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ।

Viral Video: ମହଙ୍ଗା ପଡିଲା ବୋଲ୍ଡ ଲୁକ୍‌ରେ ଫ୍ୟାସନ ପୋଜ; କଚଡା ଖାଇଲେ କଙ୍ଗନା
Array