Viral Video: ସରକାରୀ ଅଫିସରେ ବୃଦ୍ଧଙ୍କୁ ଅପେକ୍ଷା କରାଇବା ପଡ଼ିଲା ମହଙ୍ଗା; କର୍ମଚାରୀଙ୍କୁ 'ଠିଆ' ଦଣ୍ଡ ଦେଲେ CEO

କାମ ନ କରି ବୃଦ୍ଧଙ୍କୁ ଦୀର୍ଘ ସମୟ ଲାଇନ୍‌ରେ ଠିଆ କରାଇଲେ ଅଫିସ କର୍ମଚାରୀ। ତାଗିଦ୍ ସତ୍ତ୍ୱେ ବି ଶୁଣି ନଥିଲେ। ଏଥିରେ ରାଗିଯାଇ CEO ସେମାନଙ୍କୁ ୨୦ ମିନିଟ୍ ଠିଆହୋଇ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Viral Video: ସରକାରୀ ଅଫିସରେ ବୃଦ୍ଧଙ୍କୁ ଅପେକ୍ଷା କରାଇବା ପଡ଼ିଲା ମହଙ୍ଗା; କର୍ମଚାରୀଙ୍କୁ 'ଠିଆ' ଦଣ୍ଡ ଦେଲେ CEO
Array