Visually Challenged: କଟକରେ ହେବ ପ୍ରଥମ ଦୃଷ୍ଟିବାଧିତ ବିଶ୍ଵବିଦ୍ୟାଳୟ

ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟ ସ୍ଥାପନ କରିବାକୁ ଦୀର୍ଘଦିନ ଧରି ଦାବି ହୋଇଆସୁଛି। ଓଡିଶାରେ ପାଖାପାଖି ୫ ଲକ୍ଷରୁ ଉର୍ଦ୍ଧ୍ବ ଦୃଷ୍ଟିବାଧିତ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧା ଯୁବବର୍ଗ। ଏଣୁ ସେମାନଙ୍କୁ ଉଚ୍ଚଶିକ୍ଷା ସହ ଆତ୍ମନିର୍ଭରଶୀଳ ହେବା ପାଇଁ ସବୁ ସମୟରେ ପ୍ରୟାସ ଜାରି ରହିଛି। ସେଥିପାଇଁ ଜାପାନ ସ୍ଥିତ ସୁକୁବା ଭିନ୍ନକ୍ଷମ ବିଶ୍ବବିଦ୍ୟାଳୟ ଢାଞ୍ଚାରେ ଏହାକୁ ନିର୍ମାଣ କରିବା ପାଇଁ ପ୍ରସ୍ତାବ ରହିଛି।

Visually Challenged: କଟକରେ ହେବ ପ୍ରଥମ ଦୃଷ୍ଟିବାଧିତ ବିଶ୍ଵବିଦ୍ୟାଳୟ
Array