WTC Final 2025: ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା, ୨୭ ବର୍ଷ ପରେ ଜିତିଲା ICC ଟ୍ରଫି

୧୯୯୮ ମସିହା ପରେ ଦ୍ୱିତୀୟ ଥର ଦକ୍ଷିଣ ଆଫ୍ରିକା ଆଇସିସି ଟ୍ରଫି ନିଜ ନାମରେ କରିଛି । ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ୧୯୯୮ ମସିହାରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା ।

WTC Final 2025: ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା, ୨୭ ବର୍ଷ ପରେ ଜିତିଲା ICC ଟ୍ରଫି
Array