Yamini Malhotra: ‘ବିଗ୍ ବସ୍’ ଖୋଲିଦେଲା ୟାମିନୀଙ୍କ ଭାଗ୍ୟ; କରିବେ ବଲିଉଡ୍ରେ ଡେବ୍ୟୁ
ବିଗ୍ ବସ୍ ଘରକୁ ଯିବା ପରେ ପ୍ରତ୍ୟେକ ଅଭିନେତାଙ୍କ ଭାଗ୍ୟ ବଦଳିଯାଇଛି। ଏବେ ଏହି ତାଲିକାରେ ଆଉ ଏକ ନାଁ ଯୋଡି ହୋଇଛି ଏବଂ ସେ ହେଉଛନ୍ତି ବିଗ ବସ୍ ୧୫ର ପ୍ରତିଯୋଗୀ ୟାମିନୀ ମାଲହୋତ୍ରା। ୟାମିନୀ ଖୁବ୍ ଶୀଘ୍ର ଏକ ବଲିଉଡ୍ ଫିଲ୍ମରେ ନଜର ଆସିବେ।