ଭଡ଼ାଘରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଳାହାଣ୍ଡି:  ଭଡ଼ାଘରେ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଫରେଷ୍ଟର ଜଣକ ହେଲେ ସଞ୍ଜୟ ନାୟକ । ସେ ଫରେଷ୍ଟ ରିସର୍ଚ୍ଚ ୱାଇଙ୍ଗ ଜାରିଙ୍ଗ ଦାୟିତ୍ୱ ରେ ଥିଲେ ।  ଫରେଷ୍ଟର ସଞ୍ଜୟ ନାୟକଙ୍କ ନିଜ ଘର ରାୟଗଡା ହେଇଥିବା ବେଳେ ସେ ଭବାନୀପାଟଣା ଭଡା ଘରେ ରହୁଥିଲେ । ଘଟଣାସ୍ଥଳରେ ଭବାନୀପାଟଣା ଟାଉନ ଥାନା ପୋଲିସର  ତଦନ୍ତ ଆରମ୍ଭ କରିଛି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ପୋଲିସ ତଦନ୍ତ ଚଳାଇଛି।  