ଅଂଶୁଘାତ, ବଜ୍ରପାତର ମୁକାବିଲା ପାଇଁ ସଚେତନ କଲେ ଛାତ୍ର

କର୍ଲାମୁଣ୍ଡା:୨୧।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକ ସଦର ସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ନେତାଜୀ ସ୍କାଉଟ୍ସ ଗ୍ରୁପ ପକ୍ଷରୁ ଥଣ୍ଡା ପାଣି, ସରବତ, ତରଭୁଜ ବଣ୍ଟନ କାର୍ଯ୍ୟକ୍ରମ ବେଶ ପ୍ରସଂଶନୀୟ ହୋଇପାରିଛି। ଏଥିରେ ଅବସର ପ୍ରାପ୍ତ ଶିକ୍ଷକ ପବିତ୍ର ମୋହନ ପଶାଙ୍କ ତତ୍ତ୍ୱାବଧାନରେ କର୍ଲାମୁଣ୍ଡାର ବିଭିନ୍ନ ଛକରେ ସ୍କାଉଟ ପିଲାମାନଙ୍କ ଦ୍ୱାରା ସରବତ ବଣ୍ଟନ ହେବା ସହ ବଜ୍ରପାତ ଏବଂ ଅଂଶୁଘାତ ସମ୍ପର୍କରେ ସତର୍କ ସୂଚନା ପାଇଁ ପୋଷ୍ଟର ମାଧ୍ୟମରେ […] The post ଅଂଶୁଘାତ, ବଜ୍ରପାତର ମୁକାବିଲା ପାଇଁ ସଚେତନ କଲେ ଛାତ୍ର appeared first on Dharitri Odia News.

ଅଂଶୁଘାତ, ବଜ୍ରପାତର ମୁକାବିଲା ପାଇଁ ସଚେତନ କଲେ ଛାତ୍ର

କର୍ଲାମୁଣ୍ଡା:୨୧।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକ ସଦର ସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ନେତାଜୀ ସ୍କାଉଟ୍ସ ଗ୍ରୁପ ପକ୍ଷରୁ ଥଣ୍ଡା ପାଣି, ସରବତ, ତରଭୁଜ ବଣ୍ଟନ କାର୍ଯ୍ୟକ୍ରମ ବେଶ ପ୍ରସଂଶନୀୟ ହୋଇପାରିଛି।

ଏଥିରେ ଅବସର ପ୍ରାପ୍ତ ଶିକ୍ଷକ ପବିତ୍ର ମୋହନ ପଶାଙ୍କ ତତ୍ତ୍ୱାବଧାନରେ କର୍ଲାମୁଣ୍ଡାର ବିଭିନ୍ନ ଛକରେ ସ୍କାଉଟ ପିଲାମାନଙ୍କ ଦ୍ୱାରା ସରବତ ବଣ୍ଟନ ହେବା ସହ ବଜ୍ରପାତ ଏବଂ ଅଂଶୁଘାତ ସମ୍ପର୍କରେ ସତର୍କ ସୂଚନା ପାଇଁ ପୋଷ୍ଟର ମାଧ୍ୟମରେ ସଚେତନ କରାଯାଇଥିଲା। ଏପରିକି ଯାତାୟାତ କରୁଥିବା ଲୋକେ ଥଣ୍ଡା ପାଣି ଏବଂ ସରବତର ମଜା ନେଇଥିଲେ। ଛାତ୍ରଙ୍କ ଏଭଳି କାର୍ଯ୍ୟକୁ ଅଞ୍ଚଳରେ ପ୍ରସଂଶା କରାଯାଇଛି।

 

The post ଅଂଶୁଘାତ, ବଜ୍ରପାତର ମୁକାବିଲା ପାଇଁ ସଚେତନ କଲେ ଛାତ୍ର appeared first on Dharitri Odia News.